audio
audioduration (s)
1.51
48.1
label
class label
1 class
transcription
stringclasses
821 values
1train
ମୋର ଡାହାଣ ପାଖ ବହୁତ ଦୁର୍ବଳ ମନେ ହେଉଛି ଡାହାଣ ହାତଟା ସମ୍ପୂର୍ଣ ଉପରକୁ ଟେକି ହେଉନାହିଁ
1train
ଦେହ ସାରା କୁଣ୍ଡାଇ କୁଣ୍ଡାଇ ଫଳି ଯାଉଛି
1train
ସାର ମୋର ବିଜୁ କୃଷକ କାର୍ଡ ପାଇଁ କଣ କାଗଜ ପତ୍ର ଦରକାର
1train
ସାର ମୋର ସାତ ମାସର ଗର୍ଭ ଗୋଡ଼ ହାତ ମୁହଁ ଫୁଲି ଯାଉଛି
1train
ସାର ମୋର ପିରିଅଡ଼ ରେ ଭଲରେ ବ୍ଲିଡ଼ିଙ୍ଗ ହଉନାହିଁ ଅଳ୍ପ ହୋଇ ବନ୍ଦ ହୋଇଯାଉଛି
1train
ମୋ ସ୍ତ୍ରୀ ର ପଥୁରୀ ହେଇଚି ହେଲ୍ଥ କାର୍ଡ ର ସାହାଯ୍ୟ ପାଇପାରିବି
1train
ଛୁଆଟାର ଗୋଡ଼ ହାତ ସରୁ ହୋଇଯାଇଛି ଏବଂ ସବୁବେଳେ ଗୋଡ଼ ଛଂଦେଇ ହେଉଛି
1train
ସାର ବାପାଙ୍କର ରାତିରେ ନିଦ ହଉନି
1train
ପେଟ ଫାମ୍ପି ଯାଉଛି ଝାଡା ପରିଶ୍ରା ବନ୍ଦ ହେଇ ଯାଉଛି
1train
ମୋର କୃଷି କାର୍ଡ କିମିତି ହବ କି କି କାଗଜ ଦରକାର ହବ
1train
ସାର ମୋର ଆଖି କୁ ଠିକସେ ଦିଶୁନି କଣ କରିବି
1train
ଏବେ ତିନ୍ ମାସ ହେଇଛି ଟିକିଏ ଦିହରୁ ଯାଉଛି କିଶ ହେଲାକି
1train
ମୋ ହେଲ୍ଥ କାର୍ଡ ଟି ପୁରୁଣା ହେଇଯାଇଛି କେଉଁଠି ରିନିଉ କରିବି
1train
ଗୋଡ ତଳି ପାଦ ସକାଳେ ବିଛଣା ରୁ ଉଠିଲେ ତଳେ ଦେଇକି ଚାଲିହଉନି ବହୁତ ଜୋର ରେ ବଥା କରୁଛି
1train
ସାର ମୋର ବୀର୍ଯ୍ୟ ପଡୁଛି କିଛି ଅସୁବିଧା ନାହିଁ ତ
1train
ସାର ଛୁଆର ହାତ ଗୋଡ ସରୁ ହେଇ ଯାଉଛି ଗୋଡ କୁ ସବୁବେଳେ ଛନ୍ଦିଦେଇ ରଖୁଛି
1train
ଚର୍ମ ରେ ଘା ହୋଇଯାଇଛି କାହାକୁ ଦେଖେଇବି
1train
ସାର ମୋର ହେଲ୍ଥ କାର୍ଡ ଅଛି ଏହି କାର୍ଡ ରେ ଔଷଧ ପାଇପାରିବି
1train
ମୋ ଛୁଆ କାନ ପଚୁଛି କ୍ଷୀର ଖାଇଲାବେଳେ ବାନ୍ତି କରି ଦେଇଥିଲା ବାନ୍ତି କାନରେ ପଶିଯାଇ ଥିଲା
1train
ସାର ମୋର ପିରୀଅଡ଼ସ ଦୁଇ ମାସ ହେଲା ହେଇନି ମୁ ପ୍ରେଗନାଂଟ ଅଛି କି
1train
ଆଣ୍ଠୁ ଗଣ୍ଠି ବାତ ହେଇଚି କାହାକୁ ଦେଖାମି
1train
ମିଳା ମିଶା କଲେ କଷ୍ଟ ହେଉଚି ପରିସ୍ରା କୁଣ୍ଡେଇ ହଉଚି
1train
ମୋର ପାଞ୍ଚ ମାସ ର ଗର୍ଭ ବେଳେ ବେଳେ ମୋ ବାମ ପାଖ ପେଟ ବଥା ହଉଛି
1train
ଆଜ୍ଞା ଦୁର୍ବଳ ଲାଗୁଚି ଦେହ ଝିମଝିମ ହଉଛି
1train
କଣ ଖାଇଲେ ଟିକେ ମୁଟା ହେବି କଣ କଲେ ପତଳା ହେବି
1train
ସାର ଛୁଆର ଓଜନ କମ ଅଛି ମେଡିସିନ ଦିଅନ୍ତୁ
1train
ମୁ ପନ୍ଦର ବର୍ଷ ର ଝିଅ ଟା ମୋର ଓଜନ ମାତ୍ର ତେତିଶ କିଲୋଗ୍ରାମ
1train
ମୋ ପିରିଅଡ଼ ଘୁଞ୍ଚି ଯାଇଛି ଦେହ ଭଲ ଲାଗୁନି ପ୍ରେଗ୍ନନ୍ସି ଟେଷ୍ଟ କରିବୁ କି
1train
ମାସିକିଆ ଠିକ ଟାଇମ ରେ ହେଉନାହଁ କେବେ ଆଗେ ହେଇଯାଉଛି ତ କେବେ ଟାଇମ ଗଡି ଯାଉଛି
1train
ମୁଣ୍ଡ ଯନ୍ତ୍ରଣା କରୁଛି ଜର ଜର ଲାଗୁଛି
1train
ସାର ମୋର ଛୁଆ ର ବାନ୍ତି ହଉଚି କିଛି ମେଡିସିନ ଦିଅନ୍ତୁ
1train
ଆଣ୍ଠୁଗଣ୍ଠି ବହୁତ ବିନ୍ଧୁଛି ବସିଉଠି ପାରୁନି ଜମା ତେଲ ଘଷିଲେ କମୁଛି କିଛି ସମୟ ପରେ ପୁଣି ବିନ୍ଧୁଛି
1train
ଛୁଆ କୁ ଜର ହଉଥିଲା ମେଡିସିନ ଖାଇଲା ପରେ କମିଲା କିନ୍ତୁ ଏବେ ଝାଡା ହଉଚି ତାର ଆଜି ଦଶ ଥର ଝାଡା କଲାଣି
1train
ଦୁଇରୁ ତିନି ଦିନରେ ବେଳେ ଝାଡ଼ା ହେଉଛି ପେଟ ବଥା ହେଉଛି
1train
ମୋର କିଡ଼ନୀ ସ୍ତୋନ ହଇଛି ଅପେରସନ ପାଇଁ ଏହି କାର୍ଡ ର ସାହାଯ୍ୟ ଦରକାର
1train
ଏଇ କାର୍ଡ ରେ ବର୍ଷକୁ କେତେ ଥର ଚିକିତ୍ସା ହେଇପାରିବ
1train
ସାର ମୋର ଦୋଷ ହୋଇ ରାତିରେ ବିଛଣାରେ ପରିସ୍ରା ହୋଇ ଯାଉଛି
1train
ଭିତରେ ବହୁତ କୁଣ୍ଡୁଚି ଧଳା ବି ଯାଉଛି
1train
ମୋର ଦୁଇ ମାସ ହେଲା ଗର୍ଭ ଦେହ ହାତ ବହୁତ କୁଣ୍ଡାଇ ହଉଚି
1train
ଆଜ୍ଞା ଦାନ୍ତରେ ବଥା ଲାଗୁଚି ଦାନ୍ତ ଡାକ୍ତର ଅଛି କି
1train
ସାର ମୋର ଭୀଷଣ ଜ୍ଵର ମୁଣ୍ଡ ର ତାତି ଉଠୁଛି ଏବଂ ଯନ୍ତ୍ରଣା କରୁଛି ମୁଣ୍ଡ ତଳକୁ କରି ହେଉନାହିଁ
1train
ମୋର ବାମ ପାଖ ହାତ ଗୋଡ ଖାଁଚୁଛି ମୁଡି ହେଇ ଯାଉଛି
1train
ଆଖି କୁଣ୍ଡେଇ ହେଉଛି ଏବଂ ଜାଲ ଜାଲ ଦେଖାଯାଉଛି
1train
ଛୁଆ ପିଠିରେ କିଶଟା ଗୋଟେ ବାହାରିଛି
1train
ମୋର୍ ଡାହାଣ୍ ଗୋଡ଼ଟା କି ହଉଚି କେଜାଣେ ବହୁତ୍ ଟାଣୁଛି
1train
ଜମାରୁ ଖାଇବାକୁ ବସୁନି ଜମାରୁ ଦେହରେ ଲାଗୁନି
1train
ମୋ ତିରିଶ ବର୍ଷ ମୋ ମୋଥା ଚାନ୍ଦା ହଇଯାଇଛି
1train
ସାର ମୋର ପିରିଅଡ଼ ହେଇଚି ଆଉ ପେଟ କାଟୁଛି
1train
ସାର ମର ଗୋଡ ଭଙ୍ଗି ଯାଇ ଛି ବିମାରେ ପଇସା ମିଳିବ କି
1train
ଗୋଡ଼ ହାତ ର ଗଣ୍ଠି ବହୁତ ଯନ୍ତ୍ରଣା ହଉଛି ଚାଲି ହଉନାହିଁ
1train
ମୋ ଦାନ୍ତ ମାଢି ଫୁଲି ଯାଉଛି ଦାନ୍ତ ଘଷିଲେ ରକ୍ତ ବାହାରୁଛି
1train
ଆଖି ନାଲି ପଡିକି କୁଣ୍ଡେଇ ହଉଛି
1train
ପେଟ ଫାମ୍ପି ଯାଇଛି ଝାଡ଼ା ପରିସ୍ରା ବନ୍ଦ ହେଇଯାଇଛି
1train
ମୋ ଦିହରୁ ଭଲରେ ଯାଉନି
1train
ମୁଁ ସତର ବର୍ଷ ଝିଅ ଟେ ମୋର ଓଜନ ମାତ୍ର କୋଡ଼ିଏ କିଲୋଗ୍ରାମ
1train
ସାର ମୋର ଛୁଆର ଗୋଡ ଖରାପ ଅଛି ବିମାରେ ଟଙ୍କା ମିଳିବ କି
1train
ଦିଦି ଏ ପିଲାଟି ପୋଖରୀରେ ବୁଡ଼ି ଯାଉଥିଲା କଣ କରିବି
1train
ମୋର ପଚାଶ ବର୍ଷ ଡାଏବେଟିସ ଉଚ୍ଚ ରକ୍ତ ଚାପ ଅଛି
1train
ମୁଁ ମାତ୍ର ଚାଳିଶ ବର୍ଷ ମୋର ମେନ୍ସ ବନ୍ଦ ହେଇଯାଇଛି
1train
ମୁଣ୍ଡ ଗୋଟେ ଫାଳିଆ ବିନ୍ଧୁଚି ବହୁତ କଷ୍ଟ ହଉଚି
1train
ମେଡ଼ାମ ଗୋଡ ଟା ଭାଙ୍ଗି ଯାଇଛି ହାଡ ଡକ୍ଟର ଙ୍କୁ ଦେଖାଇ ଥାଆନ୍ତି ହାଡ ଡକ୍ଟର କେବେ ଆସୁଛନ୍ତି
1train
ଟିକେ ଖରା ରେ କାମ କରିଦେଲେ କି ଚଲବୁଲା କରିଦେଲେ ଅନ୍ଧାର ଦେଖା ହଉଚି
1train
ସାର ମୋ ଛୁଆ ପେଟ ଫୁଲି ଯାଉଛି ଝାଡ଼ା ହେଉନାହିଁ
1train
ଦାନ୍ତ ସବୁ ବିନ୍ଧୁଛି କିଛି ଚୋବେଇ ଖାଇ ହଉନି
1train
ବାନ୍ତି ହଉଚି ପତଳା ଝାଡା ହଉଚି
1train
ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି ଟିକେ କାମ କଲେ ଥକ୍କା ଲାଗୁଚି
1train
ଛୁଆର ପେଟବଡ଼ କିନ୍ତୁ ମୁଣ୍ଡ ଛୋଟ କଣ ହଉଚି କିଛି ଵୁଝିହୋଉନି
1train
ସାର ମୋର ପରିସ୍ରା ଯାଉନି କଣ କରିବି କାହାକୁ ଦେଖେଇବି
1train
ମୁଣ୍ଡ ବୁଲେଇ ଦଉଚି ଆଖି ଜାଲି ଜାଲି ଦେଖା ଯାଉଚି
1train
ସାର ମୋ ଗଳା ରେ ଗିଳିଲା ବେଲେ କଣ୍ଟା କଣ୍ଟା ଲାଗୁଛି ଗଳା ଡକ୍ଟର କୁ ଦେଖାଇ ଥାନ୍ତି
1train
ପରିଶ୍ରା ଦ୍ୱାର ରୁ ଧଳା ଧଳା ଯାଉଚି ଦୁର୍ବଳ ଲାଗୁଚି
1train
ସାର ହାତ ଗୋଡ଼ କାଲୁଆ ମାରି ଯାଉଛି ଦେହର ଗତର ନାହିଁ
1train
ଆମ ଗାଁ ରେ ବହୁତ ମଶା ହଉଚି ମେଡିକାଲ ତରଫରୁ କିଛି ଔଷଧ ନାହିଁ
1train
କିଛି ଖାଦ୍ୟ ଖାଇଲା ପରେ ପେଟ ଫାମ୍ପି ଯାଉଛି
1train
ମୋର ଦଶ ମାସର ଗର୍ଭ ମୋ ପିଲା ବୁଲୁ ନାହିଁ ପେଟ ଶକ୍ତ ହେଇଯାଉଛି
1train
ମୋର ଘନ ଘନ ପରିଶ୍ରା ହେଉଛି ଏବଂ ଜ୍ୱାଳା କରୁଛି
1train
ସାର ମୋତେ ବେସି ରାଗ ଲାଗୁଚି କିଛି ବି.ପି ବଢ଼ିଚି କି
1train
ଆଜ୍ଞା ଡେଲିଭରି ବଥା ହଉଚି ଡାକ୍ତର କାହିଁ କି
1train
ମୁଣ୍ଡରୁ ଚୁଟି ଝଡି ଯାଉଛି ଋପି ବହୁତ ହେଉଛି
1train
ଗ୍ୟାସ ହୋଇ ବାନ୍ତି ହଉଛି ଖାଇବାକୁ ଇଚ୍ଛା ହଉନି
1train
ମୋର ଦୁଇ ମାସ ହେଲା ମେନ୍ସ ହେଇନି କିନ୍ତୁ ଗର୍ଭ ବି ନାହିଁ
1train
ମୋ କୃଷକ କାର୍ଡ ରେ କେତେ ଟଙ୍କା ଖର୍ଚ୍ଚ ହେଇଚି
1train
ମୋ ଛୁଆ ତିନି ବର୍ଷ ତାର ଗୋଡ ହାତ ସରୁ ହୋଇଯାଉଛି ପେଟ ବଡ ହୋଇ ଯାଉଛି
1train
ମୁଁ ପଞ୍ଚାବନ ବର୍ଷ ବୟସ ମୋର ଜରାୟୁ ଦୁଇ ଇଞ୍ଚ ତଳକୁ ଖସି ଆସିଛି
1train
ପେଟ କାମୁଡୁଛି
1train
ଥଣ୍ଡାରେ ତଣ୍ଟି ଦରଜ ହେଇକି କାଶ ହଉଚି ନାକ ବନ୍ଦ ହୋଇଯାଉଛି
1train
କୁନ୍ଥେଇ କୁନ୍ଥେଇ ପରିଶ୍ରା ହଉଛି ଠୋପା ଠୋପା ହେଇ ବହୁତ ସମୟ ଯାଏ ହଉଛି
1train
ସାର ଛୁଆ ଜମା ଖାଉନି ଭୋକ ମେଡିସିନ ଦିଅନ୍ତୁ
1train
ମୋର ପନ୍ଦର ଵର୍ଷର ପୁଅ ଟା ଷାଠିଏ କିଲୋ ଅଜନ
1train
ପରିଶ୍ରା ଦ୍ୱାର କୁଣ୍ଡେଇ ହେଉଚି ପରିଶ୍ରା କଲେ ଜଳାପୋଡା ହେଉଛି
1train
ମୋର ବୟସ ପଚିଶି ମୋର ଓଜନ ଶହେ ସାତ କିଲୋଗ୍ରାମ
1train
ଛୁଆ ର ବ୍ଲଡ଼ କମି ଯାଉଛି କାହାକୁ ଦେଖେଇବି
1train
ଇନ୍ସୁରାନ୍ସ କାର୍ଡ ରେ ଚିକିତ୍ସା କଲେ ଡେରି ହବକି
1train
ମୋତେ ବହୁତ୍ ଥକା ଲାଗୁଛି
1train
ଟିକିଏ ସର୍ଦ୍ଦି ହେଇଚି ଆଉ ମୁଣ୍ଡ ବୁଲାଉଛି
1train
ସାର ମୋ ଆଖିରୁ ସର୍ବଦା ପାଣି ବାହାରୁଛି ଦୁଇଟା ଦୁଇଟା ଦେଖାଯାଉଛି
1train
ପରିଶ୍ରା ଅଳ୍ପ ଅଳ୍ପ ହଉଚି ବହୁତ କଷ୍ଟ ହଉଚି
1train
ସାର ମୋ ହେଲ୍ଥ କାର୍ଡ ଦୁଇ ଥର ୟୁଜ଼ ହୈ ସାରିଛି ଆଉ କେତେ ଥର ୟୁଜ଼ ହୈ ପାରିବ
1train
ଛୁଆ ଟା ର ପେଟ ବଡ ହେଇଯାଉଛି ମୁଣ୍ଡ ଛୋଟ ହେଇଯାଉଛି
1train
ଖାଇବା ହଜମ ହଉନି ଜମା ଇଛା ହଉନି ଖାଇବାକୁ