text
stringlengths 3
172k
|
---|
ମଙ୍କିପକ୍ସରୁ ରକ୍ଷା ପାଇଁ WHO ଦେଲା ୫ଟି ଉପାୟ; ୨୭ ଟି ଦେଶରେ ମଙ୍କିପକ୍ସର ୭୮୦ ରୋଗୀ ଚିହ୍ନଟ |
କ୍ରିକେଟରେ ଅଧିନାୟକଙ୍କ ଭୂମିକା ଉପରେ କଣ କହିଲେ ଗାଙ୍ଗୁଲି, ... |
କନକ ବ୍ୟୁରୋ : ଚୀନ ଏବେ ଭାରତର ପ୍ରମୁଖ ଶତ୍ରୁ ପାଲଟିଛି । ନିକଟ ଭବିଷ୍ୟତରେ ଚୀନ ସହ ଥିବା ସୀମା ବିବାଦର ସମାଧାନ ହେବାର ସମ୍ଭାବନା କମ ଥିବାରୁ ଆଗାମୀ ବର୍ଷ ଗୁଡ଼ିକରେ ମଧ୍ୟ ଚୀନ ଆଡୁ ଭାରତ ପ୍ରତି ବିପଦ ଜାରି ରହିବ ବୋଲି ଭାରତୀୟ ପ୍ରତିରକ୍ଷା ବାହିନୀ ମନେ କରୁଛି । ଏହାକୁ ଦୃଷ୍ଟିରେ ରଖି ଚୀନ ସହ ଲାଗିଥିବା ସବୁ ରାଜ୍ୟଗୁଡ଼ିକରେ ପ୍ରତିରକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବାକୁ ଉଦ୍ୟମ ଆରମ୍ଭ କରିଛି । ଏହି ଯୋଜନା ଅଧିନରେ ଉତ୍ତରାଖଣ୍ଡରେ ଏୟାର ଡିଫେନ୍ସ ରାଡାର ଓ ଯୁଦ୍ଧ ବିମାନ ଘାଟି ନିର୍ମାଣ ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ୩ଟି ସୀମାବର୍ତ୍ତି ଜିଲ୍ଲା ଚମୋଲି, ପିଥୋରାଗଡ଼ ଓ ଉତ୍ତରକାଶୀରେ ଏୟାରଡିଫେନ୍ସ ରାଡାର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରକଳ୍ପ ପାଇଁ ଜମି ଚିହ୍ନଟ ଓ ଆବଣ୍ଟନ ଲାଗି ଭାରତୀୟ ବାୟୁସେନାର ବରିଷ୍ଠ ଅଧିକାରୀମାନେ ନିକଟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ଵତଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ଜମି ଚିହ୍ନଟ ଲାଗି ରାଜ୍ୟ ସରକାର ତିନୋଟି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ କରିବେ । ନୂଆ ବିମାନଘାଟିଟି ଚଉଖୁଟିଆଠାରେ ନିର୍ମାଣ ହେବ । ଏହାଛଡ଼ା ପନ୍ତନଗର, ଜଲିଗ୍ରାଣ୍ଟ ଓ ପିଥୋରାଗଡ଼ଠାରେ ଥିବା ବିମାନବନ୍ଦରଗୁଡ଼ିକର ସମ୍ପ୍ରସାରଣ କରାଯିବାକୁ ପ୍ରସ୍ତାବ ରହିଛି । ଏସବୁ ଭିତ୍ତିଭୂମି ନିର୍ମାଣ କରି ଭାରତ ଚୀନ ପଟୁଥିବା ବିପଦର ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛି । |
ବାଲିଗୁଡା, (ସଞ୍ଜୟ ପାଣିଗ୍ରାହୀ):ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟର କର୍ମଚାରୀ ଭବାନୀ ଶଙ୍କର ଦୋରାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ଅବନୀ ନାୟକ,ପିଣ୍ଟୁ ସେଠୀ,ମିଥୁନ ସାହୁ । ଏମାନଙ୍କ ବିରୁଦ୍ଧରେ କେଶ ନମ୍ବର ୧୫୨୨୧ମାମଲାରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ବାବା ଶଙ୍କର ସରାଫ କହିଛନ୍ତି ।ସୁଚନା ଯୋଗ୍ୟ ଯେ ଗତ ୨ ତାରିଖ ଦିନ ଏନଏସିର ଏକ ଠିକା କାମକୁ ନେଇ ଯୁକ୍ତିତର୍କ ହୋଇଥିଲା ତାପରେ ବସଷ୍ଠାଣ୍ଡ ନିକଟରେ ୨୦ରୁ ଉର୍ଦ୍ଧ ଯୁବକ ମରଣାତ୍ମକ ଆକ୍ରମଣ କରିଥିଲେ । |
ମୃତ୍ୟୁ ପରେ ଆପଣଙ୍କ ବିଷୟରେ ସମ୍ପର୍କୀୟ କଣ କହିବେ ? |
ସାଷ୍ଟାଙ୍ଗ ପ୍ରଣିପାତ କାହିଁକି କରାଯାଏ, ଜାଣନ୍ତୁ Odisha Reporter |
139 ମୋର ଦୃଢ଼ ଅନୁଭବ ମୋତେ ଗ୍ରାସ କରିଅଛି। |
ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ: ବାଲେଶ୍ୱର ଓ ଯାଜପୁରରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ପ୍ରାର୍ଥୀ |
ଯାତ୍ରା କରିବାକୁ ଯାଇଥିଲା ବେ... ଅନୁଗୁଳ(ଓଡିଶା ରିପୋର୍ଟର): ଓଲିଉଡ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ... |
ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ କଟାସ ଗାଁ ନିକଟରୁ ବାଘ ଛାଲ ଜବତ ହୋଇଛି । ଏହାସହ ୫ ଜଣ ଚୋରା ବେପାରିଙ୍କୁ ଗିରଫ କରିବା ସହ ୨ଟି ବାଇକ ଜବତ କରିଛି ବନ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ବାଘ ଛାଲ କାରବାର ଚାଲିଥିବା ବେଳେ ଚଢାଉ କରିଥିଲା ବନ ବିଭାଗ । ବାଘ ଛାଲ ଜବତ କରିବା ସହ କାରବାରରେ ସଂପୃକ୍ତ ୫ ଜଣଙ୍କୁ ଧରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ କୁଳିଅଣାର ଖେଲାରା ମହାଁସଦା ଓ ହାମ୍ବୀର ଟୁଡୁ, ବିଶୋଇର ବାଜିନାଥ ହେମ୍ବ୍ରମ, ସନତ ମାରାଣ୍ଡି ଓ ଜାମଦାର ତୁଶୀଲ ମୁର୍ମୁ । ମଣଦା ରେଞ୍ଜ କଟାସ ଅଞ୍ଚଳରୁ ସେପ୍ଟେମ୍ବର ୩ ତାରିଖରେ ଏକ ବାଘ ଛାଲ ଜବତ କରିଥିଲା ବନବିଭାଗ । ଗତ ରବିବାର ଅର୍ଥାତ ଅକ୍ଟୋବର ୧୭ ତାରିଖ ଦିନ ଶିମିଳିପାଳ ଅଂଚଳରେ ଚାଲିଥିବା ବାଘ ଛାଲ କାରବାରର ମାଷ୍ଟର ମାଇଣ୍ଡ ଲବ ନାଏକଙ୍କୁ ଗିରଫ କରିଥିଲେ ମଧ୍ୟ କୋଭିଡ ଟେଷ୍ଟ ପାଇଁ ନେଉଥିବା ବେଳେ ବନ ବିଭାଗକୁ ଚକମା ଦେଇ ଫେରାର ହୋଇଯାଇଥିଲେ । ଶିମିଳିପାଳ ଅଞ୍ଚଳରେ ଲୁଚି ଶିମିଳିପାଳକୁ ଧ୍ବଂସ କରୁଥିବା ଶିକାରୀ ଓ ବେପାରୀଙ୍କ ଉପରେ କଡା ନଜର ରଖିବା ସହ ଅପରାଧୀଙ୍କୁ ଗିରଫ କରିବା ନେଇ ପରିବେଶବିତ୍ ମାନେ ଦାବି କରିଛନ୍ତି । |
ରାଜଧାନୀରେ ୨୪ ଘଂଟାରେ ୨୧୮ ପଜିଟିଭ୍ |
ମାତ୍ର ମହାଦେବଙ୍କୁ କିଛି ଲାଗି କଲା ସମୟରେ କେତେକ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ନିର୍ଦ୍ଧିଷ୍ଟ କିଛି ଦ୍ରବ୍ୟ ଅଛି ଯାହା ଭଗବାନ ଶିବଙ୍କୁ ଲାଗି କରାଯାଏ ନାହିଁ । ନଚେତ ଅଶୁଭ ଫଳ ମିଳିଥାଏ । ତେବେ ଆସନ୍ତୁ ଜାଣିବା କଣ ଲାଗି କରାଯାଏ ନାହିଁ ଓ କାହିଁକି : |
ଭୁବନେଶ୍ବର : ରାଜ୍ୟରେ ୨୪ଘଣ୍ଟାରେ ୫୦ହଜାର ୪୨୧ ନମୁନା ପରୀକ୍ଷା କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଗୋଟିଏ ଦିନରେ ହୋଇଥିବା ୫୦ ହଜାର ୪୨୧ ନମୁନା ମଧ୍ୟରୁ ୪୩ ହଜାର ୨୩୨ ଆଣ୍ଟିଜେନ, ୭,୦୮୬ ହଜାର ଆରଟିପିସିଆର ଓ ୧୦୩ ଟ୍ରୁଟନ ଟେଷ୍ଟ ହୋଇଛି। ୨୪ ଘଣ୍ଟାରେ ହୋଇଥିବା ୫୦ ହଜାର ୪୨୧ ନମୁନା ପରୀକ୍ଷଣ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୮ହଜାର ୪୭୯ ନମୁନା ପରୀକ୍ଷା କରାଯାଇଥିବା ବେଳେ କେନ୍ଦୁଝର ଜିଲାରେ ୮,୩୬୩ ଓ କେନ୍ଦ୍ରାପଡାରେ ୭,୭୭୫ ଟେଷ୍ଟ ହୋଇଛି। ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେବା ଫଳରେ ନମୁନା ପରୀକ୍ଷଣ ସଂଖ୍ୟା ଇତିମଧ୍ୟରେ ୨୦ ଲକ୍ଷ ପାଖାପାଖି ପହଞ୍ଚିଲାଣି। |
Mawayilesi, manyuzipepara na ma TV gha ku charu ichi ghakapharazga kuti galimoto yakuzimwiska moto pa chianja yikagadabuka apo yikakhumbanga kuzimwiska moto. The previous text is in Tumbuka. Here is a translation to Odia: |
ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲରେ ଫସିଥିବା ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ବେଲ ମିଳିସାରିଛି । କିନ୍ତୁ ଏହି ମାମଲାରେ ଆଉ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଡ୍ରଗ୍ସ ମାମଲାରେ ସାକ୍ଷୀ ପ୍ରଭାକର ସେଲଙ୍କ ଦ୍ୱାରା ଦାଖଲ ହୋଇଥିବା ଆଫିଡେଭିଟରେ ନୂଆ ଖୁଲାସା ହୋଇଛି । ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନି ଆର୍ଯ୍ୟନଙ୍କୁ ବଞ୍ଚାଇବାକୁ ଟଙ୍କା ଦେଇଥିବା ନେଇ ସାମ ଡିସୁଜା ଟେଲିଭିଜନର ଏକ ଇଣ୍ଟରଭ୍ୟୁରେ କହିଥିଲେ । କିନ୍ତୁ ଏହା ଅସମ୍ଭବ ଅନୁଭବ କରିବା ପରେ ସେ ଟଙ୍କା ଫେରାଇନେଇଥିଲେ । ତେବେ ବ୍ୟବସାୟୀ ଡିସୁଜା ଅଭିଯୋଗ କରିଛନ୍ତି ଯେ, 'ଦାଦଲାନି ଡ୍ରଗ୍ସ ମାମଲାରେ କେ ପି ଗୋସାଭି ନାମକ ସାକ୍ଷୀଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ଗୋସାଭି ଜଣେ ଠକ ବୋଲି ଜାଣିବାକୁ ପାଇବା ପରେ ଦାଦଲାନି ତାଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ ।' ସେଲ ନିଜର ଆଫିଡେଭିଟ୍ରେ ଉଲ୍ଲେଖ କରିଛନ୍ତି ଯେ, 'ଗୋସାଭି, ଦାଦଲାନି ଓ ଡି'ସୁଜା ଅକ୍ଟୋବର ୩ ତାରିଖ ଦିନ ଦେଖା ହୋଇଥିଲା । ଜଣେ ବ୍ୟକ୍ତି କାର ଭିତରକୁ ଯାଇ ଦୁଇଟି ବ୍ୟାଗ ସେଲଙ୍କୁ ଦେଇଥିଲେ, ଯାହାକୁ ସେ ଟ୍ରାଇଡେଣ୍ଟ ହୋଟେଲରେ ଡି'ସୁଜାକୁ ଦେଇଥିଲେ । ଏହି ପ୍ରମାଣପତ୍ରରେ ଦର୍ଶାଯାଇଛି ଯେ ଡି'ସୁଜା ଏହି ଟଙ୍କା ଗଣିବା ପରେ ଏହା ମାତ୍ର ୩୮ ଲକ୍ଷ ଟଙ୍କା ବୋଲି କହିଥିଲେ । ସେଲ୍ ଦାବି କରିଛନ୍ତି ଯେ ଗୋସାଭି ଏବଂ ଅନ୍ୟମାନେ ୨୫ କୋଟି ଟଙ୍କାର ଦାବି ଉପରେ ଚର୍ଚ୍ଚା କରିଥିଲେ, ଯେଉଁଥିରୁ ୮ କୋଟି ଟଙ୍କା ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କୁ ଦିଆଯିବ । ଆହୁରି ପଢନ୍ତୁ ଦୀପାବଳୀରେ ଏହି ମୁହୂର୍ତ୍ତରେ କରନ୍ତୁ. Nov 4, 2021 ରାଜ୍ୟ ପୋଲିସ ବିଭାଗରେ ଚଡ଼କ: ବିଦାହେବେ ଅପାରଗ. Nov 4, 2021 ପରେ ଡି'ସୁଜା ଟିଭି ଚ୍ୟାନେଲକୁ କହିଥିଲେ ଯେ, 'ବହୁ ଅପବ୍ୟବହାର ଏବଂ ଟେନସନ୍ ପରେ ଆମେ ଗୋସାଭିଙ୍କଠାରୁ ୩୮ ଲକ୍ଷ ଟଙ୍କା ରିଟର୍ଣ୍ଣ ଆଣିବାରେ ସଫଳ ହୋଇଥିଲୁ ଓ ଏହାକୁ ଦାଦଲାନିଙ୍କୁ ଫେରାଇ ଦେଇଥିଲୁ ।' |
ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବର୍ତ୍ତମାନ ବିକି ଜୈନ୍ଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅଙ୍କିତା ଏବେ ବିକିଙ୍କ ପ୍ରତିଥିବା ପ୍ରେମକୁ ପ୍ରକାଶ କରିବାକୁ କୁଣ୍ଠାବୋଧ କରୁ ନାହାନ୍ତି। ଏହା ସର୍ବସାଧାରଣ ସ୍ଥାନରେ ହେଉ କିମ୍ବା ବ୍ୟକ୍ତିଗତ ପାର୍ଟିରେ। ପ୍ରାୟତଃ ଅଙ୍କିତା ଏବେ ବିକିଙ୍କ ସହ ନଜର ଆସୁଛନ୍ତି। ଅଙ୍କିତା ସୋସିଆଲ ମିଡିଆରେ ବିକିଙ୍କ ସହ ଫଟୋ ଶେୟାର କରି ଚାଲିଛନ୍ତି। ବର୍ତ୍ତମାନ ଭାଲେଣ୍ଟାଇନ୍ସ ଡେ' ଚାଲିଥିବାରୁ ଅଙ୍କିତା ବିକିଙ୍କ ସହ ଛୁଟି କାଟିବା ପାଇଁ ଯାଉଛନ୍ତି। ବର୍ତ୍ତମାନ ଅଙ୍କିତା ନିଜର ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଫଟୋ ଏବଂ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ବିମାନବନ୍ଦରରେ ପୋଜ ଦେଉଥିବା ନଜର ଆସିଛନ୍ତି। ଭିଡିଓରେ ଅଙ୍କିତା ବିକିଙ୍କ ସହ ବିମାନରେ ଯାଉଥିବାର ନଜର ଆସିଛନ୍ତି। ସେ କ୍ୟାପଶନରେ ଲେଖିଥିଲେ 'ଏନ୍ରୋଏଟ', ଏକ ବିମାନର ଇମୋଜି ମଧ୍ୟ ଦେଇଛନ୍ତି, ପରେ 'ବାୟ' ଲେଖିଛନ୍ତି। |
ସତ୍ୟ କର ତୁମ୍ଭେ ରାଜା କହିବି ଛାମୁର ।୩୯। |
Subsets and Splits
No community queries yet
The top public SQL queries from the community will appear here once available.