Dataset Viewer
Auto-converted to Parquet
_id
stringlengths
8
8
Question
stringlengths
13
592
Answer
stringlengths
1
722
Explanation
stringlengths
7
433
Type Of Question
stringclasses
7 values
Difficulty Score
float64
ODR_0000
ଶୂନ୍ୟସ୍ଥାନ ପୂରଣ କର। (i) 3x + 2x = (3 + ________)x = ________
5x
(i) 3x + 2x = (3 + 2)x = 5x
Quantitative Reasoning
null
ODR_0001
5x + 7x = (________ + 7)x = ________
12x
5x + 7x = (5 + 7)x = 12x
Quantitative Reasoning
null
ODR_0002
-8 ର ଯୋଗାତ୍ମକ ବିଲୋମୀ ହେଉଛି ( ) ।
8
ସମାଧାନ: 8
Quantitative Reasoning
null
ODR_0003
ଗୋଟିଏ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଗୋଟିଏ ପ୍ରଶ୍ନର ଠିକ୍ ଉତ୍ତର ଲାଗି +1 ନମ୍ବର ଓ ଭୁଲ ଉତ୍ତର ଲାଗି -1 ନମ୍ବର ଦିଆଯାଏ । ପ୍ରତ୍ୟେକ ପ୍ରତିଯୋଗୀକୁ ଚାରୋଟି ପାଳିରେ ପ୍ରଶ୍ନ ପଚରାଯାଏ ଓ ପ୍ରତିପାଳିରେ 25 ଟି ପ୍ରଶ୍ନ ପଚରାଯାଏ ମନିଷାକୁ ଚାରୋଟି ପାଳିରେ ପଚରାଯାଇଥିବା ପ୍ରଶ୍ନ ଲାଗି ସେ ପାଇଥିବା ନମ୍ବରଗୁଡ଼ିକ ହେଲା 7, -3, 5 ଓ -5 । ତେବେ ସେ ମୋଟ କେତେ ନମ୍ବର ପାଇଲା?
ମନିଷା ମୋଟ 4 ନମ୍ବର ପାଇଲା ।
ମନିଷା ଚାରୋଟି ପାଳିରେ ପାଇଥିବା ନମ୍ବରଗୁଡ଼ିକ ହେଲା : 7, -3, 5 ଓ -5 ମନିଷା ମୋଟ ନମ୍ବର ପାଇଲା = 7 + (-3) + 5 + (-5) = 4 ∴ ମନିଷା ମୋଟ 4 ନମ୍ବର ପାଇଲା ।
Quantitative Reasoning
null
ODR_0004
ଏକ ସମୟରେ ଗୋଟିଏ ଉଡ଼ାଜାହାଜ ସମୁଦ୍ରପତ୍ତନଠାରୁ 5000 ମି. ଉପରେ ଉଡ଼ୁଥ‌ିବା ବେଳେ ଏକ ବୁଡ଼ାଜାହାଜ ସମୁଦ୍ର ପତ୍ତନ ଠାରୁ 1500 ମି. ଗଭୀରତାରେ ଗତି କରୁଥିଲା ତେବେ ସେହି ସମୟରେ ଉକ୍ତ ଜାହାଜ ଦୁଇଟି ମଧ୍ୟରେ ଦୂରତା କେତେ?
ସେହି ସମୟରେ ଉକ୍ତ ଜାହାଜ ଦୁଇଟି ମଧ୍ୟରେ ଦୂରତା 6500 ମି.
ଏକ ଉଡ଼ାଜାହାଜ ସମୁଦ୍ରପତ୍ତନଠାରୁ 5000 ମି. ଉପରେ ଉଡୁଥିଲା ଏବଂ ସେହି ସମୟରେ ଏକ ଚୁଡ଼ା ଜାହାଜ ସମୁଦ୍ରପତ୍ତନଠାରୁ 1500 ମି. ଗଭୀରତାରେ ଗତି କରୁଥିଲା । ଜାହାଜଦ୍ଵୟ ମଧ୍ଯରେ ଦୂରତା = 5000 ମି. + 1500 ମି. = 6500 ମି. ∴ ସେହି ସମୟରେ ଉକ୍ତ ଜାହାଜ ଦୁଇଟି ମଧ୍ୟରେ ଦୂରତା 6500 ମି.
Quantitative Reasoning
null
ODR_0005
ଶ୍ୟାମଳୀ ତା’ଘର ପାଖରୁ 25 ମିଟର ପୂର୍ବକୁ ଗଲାପରେ ପହଞ୍ଚିବା ସ୍ଥାନରୁ 27 ମିଟର ପଶ୍ଚିମକୁ ଫେରିଲା । ତେବେ ସେ ତା’ ଘର ପାଖରୁ କେଉଁ ଦିଗରେ ଓ କେତେ ଦୂରରେ ପହଞ୍ଚିଲା?
ଶ୍ୟାମଳୀ ତା’ ଘର ପାଖରୁ ପଶ୍ଚିମ ଦିଗରେ ଓ 2 ମିଟର ଦୂରରେ ପହଞ୍ଚିଲା ।
ଶ୍ୟାମଳୀ ତା’ ଘର ପାଖରୁ ପୂର୍ବକୁ ଗଲା = 25 ମିଟର ଓ ପହଞ୍ଚିବା ସ୍ଥାନରୁ ପଶ୍ଚିମକୁ ଫେରିଲା = 27 ମିଟର ପୂର୍ବକୁ 25 ମି. + ପଶ୍ଚିମକୁ 27 ମି. = 25 ମି. + (-27 ମି.) ପୂର୍ବକୁ = (25 – 27) ମି ପୂର୍ବକୁ = –2 ମି ପୂର୍ବକୁ ଅର୍ଥାତ୍‌ ପଶ୍ଚିମକୁ 2 ମିଟର । ∴ ଶ୍ୟାମଳୀ ତା’ ଘର ପାଖରୁ ପଶ୍ଚିମ ଦିଗରେ ଓ 2 ମିଟର ଦୂରରେ ପହଞ୍ଚିଲା ।
Logical Reasoning
null
ODR_0006
ଯୋଗଫଳ କେତେ ହେବ ସ୍ଥିର କର । -8 + 7 – 6 + 5 – 4 + 3 – 2 + 1
-4
-8 + 7 – 6 + 5 – 4 + 3 – 2 + 1 = (7 + 5 + 3 + 1) – (8 + 6 + 4 + 2) = 16 – 20 = – 4
Quantitative Reasoning
null
ODR_0007
30° ର ପରିପୂରକ କୋଣର ପରିମାଣ?
150°
180° – 30° = 150°
Quantitative Reasoning
null
ODR_0008
110 ର ପରିପୂରକ କୋଣର ପରିମାଣ? = 180° – 110° = 70°
70°
180° – 110° = 70°
Quantitative Reasoning
null
ODR_0009
ଭାଗଫଳ ଲେଖ । 257.4 ÷ 100
2.574
ସମାଧାନ: 257.4 ÷ 100 = 2.574
Quantitative Reasoning
null
ODR_0010
32 @ 10 @ 155 @ 475 @ 19 @ 190 ରେ "@” ଚିହ୍ନକୁ ସଠିକ୍ ଗଣିତ ଚିହ୍ନଗୁଡିକ ସଠିକ୍ ଅନୁକ୍ରମରେ ବଦଳାଇ ଏକ ସମତୁଳ୍ୟ ସମୀକରଣ ତିଆରି କର। ଏହି ମଧ୍ୟରୁ କେଉଁଠି ଠିକ୍ ଅନୁକ୍ରମ? ବିକଳ୍ପଗୁଡିକ: (a) ×, −, +, ÷, = (b) ×, ÷, −, +, = (c) ÷, +, ×, =, + (d) +, −, =, ×, ÷
ବିକଳ୍ପ (a) ହେଉଛି ସଠିକ୍ ଉତ୍ତର।
ପ୍ରଥମେ ବିକଳ୍ପ (a) ଯାଞ୍ଚ କରିବା: 32 × 10 − 155 + 475 ÷ 19 = 190 ଧିରେ ଧିରେ ହିସାବ କରିବା: 32 × 10 = 320 320 − 155 = 165 475 ÷ 19 = 25 165 + 25 = 190 ଏହା ଠିକ୍ ମେଳ ଖାଉଛି ✅ ଅତଏବ, ବିକଳ୍ପ (a) ହେଉଛି ସଠିକ୍ ଉତ୍ତର।
Logical Reasoning
null
ODR_0011
ରାସାୟନିକ ପ୍ରତିକ୍ରିୟାରେ ମୌଳିକ ଓ ଯୌଗିକମାନଙ୍କର _________ ଅଂଶଗ୍ରହଣ କରନ୍ତି । (ଅଣୁ, ପରମାଣୁ, ଅଣୁ ଓ ପରମାଣୁ, କୌଣସି ନୁହେଁ)
ଅଣୁ ଓ ପରମାଣୁ
null
Scientific Reasoning
null
ODR_0012
ଆଜି ପର୍ଯ୍ୟନ୍ତ 115ଟି ମୌଳିକ ମଧ୍ୟରୁ _________ ଟି ମୌଳିକ ପ୍ରାକୃତିକ । (27, 112, 88, 90)
88
null
Scientific Reasoning
null
ODR_0013
ନିମ୍ନଲିଖ ମଧ୍ୟରୁ _________ ମିଶ୍ରଣ । (ଅଙ୍ଗାରକାମ୍ଳ,, ଚିନି ସରବତ୍, ଗ୍ଲୁକୋଜ୍, ଭିନେଗାର୍)
ଚିନି ସରବତ୍
null
Scientific Reasoning
null
ODR_0014
ପ୍ରତ୍ୟେକ ସଜୀବ ବସ୍ତୁରେ ସାଧାରଣତଃ _________ ଗୋଟି ମୌଳିକ ଅଧୂକ ପରିମାଣରେ ଥାଏ । (1, 2, 3, 4)
4
null
Scientific Reasoning
null
ODR_0015
ଅସଂପର୍କିତ ଶବ୍ଦଟିକୁ ବାଛି ଲେଖ । କାଠ, କୋଇଲା, ଖଣିଜ ପଦାର୍ଥ, ବାସନକୁସନ
ବାସନକୁସନ
null
Scientific Reasoning
null
ODR_0016
ଅସଂପର୍କିତ ଶବ୍ଦଟିକୁ ବାଛି ଲେଖ । ଲୁଣ, ଆମୋନିୟମ୍ କ୍ଲୋରାଇଡ୍, ଆୟୋଡ଼ିନ୍ ଦାନା, ଗନ୍ଧକର୍ପୂର
ଆୟୋଡ଼ିନ୍ ଦାନା
null
Scientific Reasoning
null
ODR_0017
ଅସଂପର୍କିତ ଶବ୍ଦଟିକୁ ବାଛି ଲେଖ । ଲୁହା, ସୀସା, ବ୍ରୋମିନ୍, ଦସ୍ତା
ବ୍ରୋମିନ୍
null
Scientific Reasoning
null
ODR_0018
ଅସଂପର୍କିତ ଶବ୍ଦଟିକୁ ବାଛି ଲେଖ । ଉଦ୍‌ଜାନ, ପାରଦ, ଅମ୍ଳଜାନ, କ୍ଲୋରିନ୍
ପାରଦ
null
Scientific Reasoning
null
ODR_0019
ଅସଂପର୍କିତ ଶବ୍ଦଟିକୁ ବାଛି ଲେଖ । ଅବକ୍ଷେପଣ, ଦହନ, ଉତ୍‌ବାହନ, ପରିସ୍ରବଣ
ଦହନ
null
Scientific Reasoning
null
ODR_0020
ବାମପାର୍ଶ୍ବରେ ଶବ୍ଦଦ୍ୱୟର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣ ପାର୍ଶ୍ଵରେ ଉପଯୁକ୍ତ ଶବ୍ଦ ଲେଖ । ଟସର : ମଠା :: ତୁତ : __________
ପାଟ
null
Verbal Reasoning
null
ODR_0021
ବାମପାର୍ଶ୍ବରେ ଶବ୍ଦଦ୍ୱୟର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣ ପାର୍ଶ୍ଵରେ ଉପଯୁକ୍ତ ଶବ୍ଦ ଲେଖ । କୋଷା : ରେଶମ :: ଲୋମ : __________
ପଶମ
null
Verbal Reasoning
null
ODR_0022
ବାମପାର୍ଶ୍ବରେ ଶବ୍ଦଦ୍ୱୟର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣ ପାର୍ଶ୍ଵରେ ଉପଯୁକ୍ତ ଶବ୍ଦ ଲେଖ । ନିଉଜିଲାଣ୍ଡ : ମେଣ୍ଢା :: ଦକ୍ଷିଣଆଫ୍ରିକା : __________
ଲାମା ବା ଆଲ୍ ପାକା
null
Verbal Reasoning
null
ODR_0023
ବାମପାର୍ଶ୍ବରେ ଶବ୍ଦଦ୍ୱୟର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣ ପାର୍ଶ୍ଵରେ ଉପଯୁକ୍ତ ଶବ୍ଦ ଲେଖ । ହିମାଳୟ : ଚମରିଗାଈ :: ଜାମ୍ମୁ ଓ କାଶ୍ମୀର : __________
ଅଙ୍ଗୋରା ଛେଳି
null
Verbal Reasoning
null
ODR_0024
ବାମପାର୍ଶ୍ବରେ ଶବ୍ଦଦ୍ୱୟର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣ ପାର୍ଶ୍ଵରେ ଉପଯୁକ୍ତ ଶବ୍ଦ ଲେଖ । ମେଣ୍ଢା : ଘାସପତ୍ର :: ରେଶମ ପୋକ : __________
ତୁତ୍‌
null
Verbal Reasoning
null
ODR_0025
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର । ପଦାର୍ଥର ଭୌତିକ ଅବସ୍ଥା ଦୃଷ୍ଟିକୋଣରୁ ପାଞ୍ଚ ପ୍ରକାରରେ ବିଭକ୍ତ କରାଯାଇଥାଏ ।
ପଦାର୍ଥର ଭୌତିକ ଅବସ୍ଥା ଦୃଷ୍ଟିକୋଣରୁ ତିନି ପ୍ରକାରରେ ବିଭକ୍ତ କରାଯାଇଥାଏ ।
null
Logical Reasoning
null
ODR_0026
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର । ଯୌଗିକର କ୍ଷୁଦ୍ରତମ କଣିକାକୁ ପରମାଣୁ କୁହାଯାଏ ।
ମୌଳିକର କ୍ଷୁଦ୍ରତମ କଣିକାକୁ ପରମାଣୁ କୁହାଯାଏ ।
null
Logical Reasoning
null
ODR_0027
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର । ପଦାର୍ଥର କଠିନ ଅବସ୍ଥାରେ ନିଜସ୍ବ ନିର୍ଦ୍ଦିଷ୍ଟ ଆକାର ଏବଂ ଆୟତନ ନ ଥାଏ ।
ପଦାର୍ଥର ଗ୍ୟାସୀୟ ଅବସ୍ଥାରେ ନିଜସ୍ବ ନିର୍ଦ୍ଦିଷ୍ଟ ଆକାର ଏବଂ ଆୟତନ ନଥାଏ ।
null
Logical Reasoning
null
ODR_0028
ଭ୍ରମ ଥିଲେ ସଂଶୋଧନ କର । ମୌଳିକଗୁଡ଼ିକୁ ସେମାନଙ୍କର ସଂକେତ ସାହାଯ୍ୟରେ ଦର୍ଶାଯାଇଥାଏ ।
ଯୌଗିକଗୁଡ଼ିକୁ ସେମାନଙ୍କର ସଂକେତ ସାହାଯ୍ୟରେ ଦର୍ଶାଯାଇଥାଏ ।
null
Logical Reasoning
null
ODR_0029
ଭ୍ରମ ଥିଲେ ସଂଶୋଧନ କର । ଗନ୍ଧକ ଏକମାତ୍ର ତରଳ ଅଧାତୁ ମୌଳିକ ଅଟେ ।
ବ୍ରୋମିନ୍ ଏକମାତ୍ର ତରଳ ଅଧାତୁ ମୌଳିକ ଅଟେ ।
null
Logical Reasoning
null
ODR_0030
ଭ୍ରମ ଥିଲେ ସଂଶୋଧନ କର । ଉଦ୍‌ଜାନର ଆଣବିକ ସଂକେତ N2 |
ଉଦ୍‌ଜାନର ଆଣବିକ ସଂକେତ H2 ।
null
Logical Reasoning
null
ODR_0031
ପ୍ରଥମ ଶବ୍ଦଦ୍ଵୟର ସମ୍ପର୍କ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି ଲେଖ । ମନୁଷ୍ୟ ପାକସ୍ଥଳୀ : ଲବଣାମ୍ଳ :: ମଦ୍ମମାଛି : _________
ଫରମିକ୍ ଅମ୍ଳ,
null
Verbal Reasoning
null
ODR_0032
ପ୍ରଥମ ଶବ୍ଦଦ୍ଵୟର ସମ୍ପର୍କ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି ଲେଖ । ତେନ୍ତୁଳି : ଟାର୍‌ଟାରିକ୍ ଅମ୍ଳ :: ଦହି : _________
ଲାକ୍‌ଟିକ୍ ଅମ୍ଳ,
null
Verbal Reasoning
null
ODR_0033
ପ୍ରଥମ ଶବ୍ଦଦ୍ଵୟର ସମ୍ପର୍କ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି ଲେଖ । ସାବୁନ ପାଣି : କ୍ଷାରକ :: ପାତିତ ଜଳ : _________
ପ୍ରଶମିତ ଦ୍ରବଣ
null
Verbal Reasoning
null
ODR_0034
ପ୍ରଥମ ଶବ୍ଦଦ୍ଵୟର ସମ୍ପର୍କ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି ଲେଖ । ନୀଳ ଲିଟ୍‌ସ୍‌ ନାଲି : ଅମ୍ଳ :: ନାଲି ଲିଟ୍‌ସ୍‌କୁ ନୀଳ : _________
କ୍ଷାରକ
null
Verbal Reasoning
null
ODR_0035
ପ୍ରଥମ ଶବ୍ଦଦ୍ଵୟର ସମ୍ପର୍କ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି ଲେଖ । ସ୍ନେହସାର : ସ୍ନେହାମ୍ଳ :: ପୁଷ୍ଟିସାର : _________
ଆମିନୋ ଅମ୍ଳ
null
Verbal Reasoning
null
ODR_0036
ନିମ୍ନରେ ଥିବା ଉକ୍ତି ଭୁଲ୍ କି ଠିକ୍ ତାହା ଚିହ୍ନଟ କରନ୍ତୁ | ନିଅଣ୍ଟିଆ ବଜେଟ ଅନାବଶ୍ୟକ ବ୍ୟୟ ପାଇଁ ପ୍ରୋତ୍ସାହିତ କରେ ।
ଠିକ୍ ।
null
Logical Reasoning
null
ODR_0037
ନିମ୍ନରେ ଥିବା ଉକ୍ତି ଭୁଲ୍ କି ଠିକ୍ ତାହା ଚିହ୍ନଟ କରନ୍ତୁ | ନିଅଣ୍ଟିଆ ବଜେଟ୍ ଋଣବୋଝ ହ୍ରାସ କରେ ।
ଭୁଲ୍ ।
ବଳକା ବଜେଟ୍ ଋଣବୋଝ ହ୍ରାସ କରେ ।
Logical Reasoning
null
ODR_0038
ନିମ୍ନରେ ଥିବା ଉକ୍ତି ଭୁଲ୍ କି ଠିକ୍ ତାହା ଚିହ୍ନଟ କରନ୍ତୁ | ଳକା ବଜେଟ୍ ସରକାରଙ୍କ ସ୍ବାଧୀନତା ହ୍ରାସ କରେ ।
ଭୁଲ୍ ।
ସମତୁଲ ବଜେଟ୍ ସରକାରଙ୍କ ସ୍ବାଧୀନତା ହ୍ରାସ କରେ
Logical Reasoning
null
ODR_0039
ନିମ୍ନରେ ଥିବା ଉକ୍ତି ଭୁଲ୍ କି ଠିକ୍ ତାହା ଚିହ୍ନଟ କରନ୍ତୁ | ନିଅଣ୍ଟିଆ ବଜେଟର ଅଭିବୃଦ୍ଧିକାରୀ ପ୍ରଭାବ ରହିଛି ।
ଠିକ୍ ।
null
Logical Reasoning
null
ODR_0040
ନିମ୍ନରେ ଥିବା ଉକ୍ତି ଭୁଲ୍ କି ଠିକ୍ ତାହା ଚିହ୍ନଟ କରନ୍ତୁ | ସମତୁଲ ବଜେଟ୍ ନିଅଣ୍ଟିଆ ବା ବଳକା ହୋଇଥାଏ ।
Answer: ଭୁଲ୍ ।
null
Logical Reasoning
null
ODR_0041
ନିମ୍ନରେ ଥିବା ଉକ୍ତି ଭୁଲ୍ କି ଠିକ୍ ତାହା ଚିହ୍ନଟ କରନ୍ତୁ | ରାଜସ୍ଵ ବାୟର ରାଜସ୍ଵ ଆୟକ ବାଦଦେଲେ ରାଜସ୍ବ ନିଅଣ୍ଟ ହିସାବ କରାଯାଏ ।
ଠିକ୍ ।
null
Logical Reasoning
null
ODR_0042
ନିମ୍ନରେ ଥିବା ଉକ୍ତି ଭୁଲ୍ କି ଠିକ୍ ତାହା ଚିହ୍ନଟ କରନ୍ତୁ | ଯେଉଁ ବଜେଟରେ ପ୍ରସ୍ତାବିତ ବ୍ୟୟ ଏବଂ ପ୍ରତ୍ୟାଶିତ ଆୟ ସମାନ ହୋଇଥାଏ, ତାହାକୁ ଅସନ୍ତୁଳିତ ବଜେଟ୍ କୁହାଯାଏ ।
ଭୁଲ୍ ।
ଯେଉଁ ବଜେଟ୍‌ରେ ପ୍ରସ୍ତାବିତ ବ୍ୟୟ ଓ ପ୍ରତ୍ୟାଶିତ ଆୟ ସମାନ ହୋଇଥାଏ, ତାହାକୁ ସନ୍ତୁଳିତ ବଜେଟ୍ କୁହାଯାଏ ।
Logical Reasoning
null
ODR_0043
ସପ୍ତଫେଣୀ ଗଛର କଣ୍ଟା : ରୂପାନ୍ତରିତ ପତ୍ର :: ହଳଦୀ :
ରୂପାନ୍ତରିତ କାଣ୍ଡ
null
Logical Reasoning
null
ODR_0044
ଅଦା : ରୂପାନ୍ତରିତ କାଣ୍ଡ :: ସାଲଗମ୍ :
ରୂପାନ୍ତରିତ ମୂଳ
null
Logical Reasoning
null
ODR_0045
ଶିମ୍ବ : ଯୌଗିକ ପତ୍ର :: ଆମ୍ବ :
ମୌଳିକ ପତ୍ର
null
Logical Reasoning
null
ODR_0046
ଅମୃତଭଣ୍ଡା ପତ୍ର : ଜାଲକ ଶିରା ବିନ୍ୟାସ :: କଦଳୀପତ୍ର :
ସମାନ୍ତରାଳ ଶିରାବିନ୍ୟାସ
null
Logical Reasoning
null
ODR_0047
ପଣସ : ମୌଳିକ ପତ୍ର :: ନିମ୍ବ :
ଯୌଗିକ ପତ୍ର
null
Logical Reasoning
null
ODR_0048
ପୋଇ : ଦୁର୍ବଳ କାଣ୍ଡ :: ବାଇଗଣ :
ସବଳ କାଣ୍ଡ
null
Logical Reasoning
null
ODR_0049
କିଆ : ଠେସମୂଳ :: ବରଗଛର ଓହଳ :
ସ୍ତମ୍ଭ ମୂଳ
null
Logical Reasoning
null
ODR_0050
ଫୁଲର ପ୍ରଥମ ଚକ୍ର : ବୃତ୍ତିଚକ୍ର :: ଦ୍ଵିତୀୟ ଚକ୍ର :
ଦଳଚକ୍ର
null
Logical Reasoning
null
ODR_0051
ଉତ୍ପାଦ A ର କ୍ରୟମୂଲ୍ୟ, ଉତ୍ପାଦ B ଠାରୁ ₹500 ଅଧିକ ଅଟେ। ଉତ୍ପାଦ A କୁ 20% ଲାଭରେ ବିକ୍ରି କରାଯାଏ, ଯେବେକି ଉତ୍ପାଦ B କୁ 20% ହାନିରେ ବିକ୍ରି କରାଯାଏ। ଯଦି ଉଭୟ ଉତ୍ପାଦ ବିକ୍ରି କରି ସମ୍ପୂର୍ଣ୍ଣ ଲାଭ 10% ହୁଏ, ତେବେ ଉତ୍ପାଦ A ର କ୍ରୟମୂଲ୍ୟ କେତେ? (a) ₹600 (b) ₹750 (c) ₹800 (d) ₹850
(b) ₹750
null
Quantitative Reasoning
null
ODR_0052
ନିମ୍ନରେ ଏକ ପ୍ରଶ୍ନ ଓ ଦୁଇଟି କଥନ (Statement I ଓ II) ଦିଆଯାଇଛି। ପ୍ରଶ୍ନ: × ର ମୂଲ୍ୟ କଣ? Statement-I: × - 5 = 12 Statement-II: ײ = 16 ଉପରୋକ୍ତ ପ୍ରଶ୍ନ ଓ କଥନଗୁଡିକ ସନ୍ଦର୍ଭରେ ନିମ୍ନରୁ କେଉଁଟି ଉଚିତ? (a) ପ୍ରଶ୍ନଟି କେବଳ ଗୋଟିଏ କଥନ ବ୍ୟବହାର କରି ଉତ୍ତର ଦିଆଯାଇପାରିବ, ଅନ୍ୟ କଥନ ଦ୍ୱାରା ନୁହେଁ। (b) ପ୍ରଶ୍ନଟି କେବଳ ଯେକୌଣସି ଗୋଟିଏ କଥନ ବ୍ୟବହାର କରି ଉତ୍ତର ଦିଆଯାଇପାରିବ। (c) ପ୍ରଶ୍ନଟି କେବଳ ଉଭୟ କଥନ ଏକାସାଥିରେ ବ୍ୟବହାର କଲେ ଉତ୍ତର ଦିଆଯାଇପାରିବ, କିନ୍ତୁ ପୃଥକ୍ ପୃଥକ୍ କରି ନୁହେଁ। (d) ପ୍ରଶ୍ନଟି ଉଭୟ କଥନ ବ୍ୟବହାର କଲେ ମଧ୍ୟ ଉତ୍ତର ଦିଆଯିବ ନାହିଁ।
ପ୍ରଶ୍ନଟି କେବଳ ଗୋଟିଏ କଥନ ବ୍ୟବହାର କରି ଉତ୍ତର ଦିଆଯାଇପାରିବ, ଅନ୍ୟ କଥନ ଦ୍ୱାରା ନୁହେଁ।
Statement-I ଏକାକି ଥିଲେ × ର ଏକମାତ୍ର ମୂଲ୍ୟ ମିଳିଯାଏ। Statement-II ଏକାକି ଥିଲେ ଦୁଇଟି ମୂଲ୍ୟ ମିଳୁଛି, ତେଣୁ ସଠିକ୍ ଉତ୍ତର ନୁହେଁ। ଉଭୟ ଦରକାର ନୁହେଁ, କାରଣ Statement-I ଏହା ପୂର୍ଣ୍ଣ ଭାବରେ ଉତ୍ତର ଦେଉଛି।
Logical Reasoning
null
ODR_0053
ଏକ ଖାଲି ପୋଖରୀକୁ ପାଣିରେ ଭରିବା ପାଇଁ, ଦୁଇଟି ନଳି A ଓ B ବ୍ୟବହାର କରାଯାଏ। ନଳି A ଏକା ଏକା ଭାବେ ପୋଖରୀକୁ 70 ଘଣ୍ଟାରେ ଭରିପାରିବ, ଯେବେକି ନଳି B ଏକା ଏକା ଭାବେ 80 ଘଣ୍ଟା ଦେଖିବାରେ ଭରିପାରିବ। ଯଦି ଉଭୟ ନଳିକୁ ଏକାସାଥିରେ ଖୋଲାଯାଏ, ତେବେ ପୋଖରୀ ଭରିବାକୁ କେତେ ସମୟ ଲାଗିବ? (a) 37.33 ଘଣ୍ଟା (b) 27.30 ଘଣ୍ଟା (c) 25.85 ଘଣ୍ଟା (d) 32.45 ଘଣ୍ଟା
ସଠିକ୍ ଉତ୍ତର: (a) 37.33 ଘଣ୍ଟା
null
Quantitative Reasoning
null
ODR_0054
ନିମ୍ନରେ ଏକ ପ୍ରଶ୍ନ ଓ ଦୁଇଟି କଥନ (Statement I ଓ II) ଦିଆଯାଇଛି। ପ୍ରଶ୍ନ: mn = k, ଯେଉଁଠାରେ m ଓ n ଦୁହିଁଟି ପ୍ରାଥମିକ ସଂଖ୍ୟା ଏବଂ k ଏକ ଜୋଡ଼ ସଂଖ୍ୟା। ତେବେ mn - n + 1 ର ମୂଲ୍ୟ କଣ? Statement-I: m > n Statement-II: m ଓ n ମଧ୍ୟରୁ ଗୋଟିଏ ସଂଖ୍ୟା 2 ଅଟେ। ଉପରୋକ୍ତ ପ୍ରଶ୍ନ ଓ କଥନଗୁଡ଼ିକ ସନ୍ଦର୍ଭରେ ନିମ୍ନରୁ କେଉଁଟି ଉଚିତ? (a) ପ୍ରଶ୍ନଟି କେବଳ ଗୋଟିଏ କଥନ ବ୍ୟବହାର କରି ଉତ୍ତର ଦିଆଯାଇପାରିବ, ଅନ୍ୟ କଥନ ଦ୍ୱାରା ନୁହେଁ। (b) ପ୍ରଶ୍ନଟି କେବଳ ଯେକୌଣସି ଗୋଟିଏ କଥନ ବ୍ୟବହାର କରି ଉତ୍ତର ଦିଆଯାଇପାରିବ। (c) ପ୍ରଶ୍ନଟି କେବଳ ଉଭୟ କଥନ ଏକାସାଥିରେ ବ୍ୟବହାର କଲେ ଉତ୍ତର ଦିଆଯାଇପାରିବ, କିନ୍ତୁ ପୃଥକ୍ ପୃଥକ୍ କରି ନୁହେଁ। (d) ପ୍ରଶ୍ନଟି ଉଭୟ କଥନ ବ୍ୟବହାର କଲେ ମଧ୍ୟ ଉତ୍ତର ଦିଆଯିବ ନାହିଁ।
(d) ପ୍ରଶ୍ନଟି ଉଭୟ କଥନ ବ୍ୟବହାର କଲେ ମଧ୍ୟ ଉତ୍ତର ଦିଆଯିବ ନାହିଁ।
null
Logical Reasoning
null
ODR_0055
ଏକ ସହରରେ 20% ପରିବାର ମାନେ କେବଳ ଦୁଇଟି ଖବରକାଗଜ ପଢ଼ନ୍ତି। ଅବଶିଷ୍ଟ ପରିବାର ମାନଙ୍କ ମଧ୍ୟରୁ 40% ପରିବାର ତିନିଟି ଖବରକାଗଜ ପଢ଼ନ୍ତି, ଏବଂ ଶେଷ ଥିବା ପରିବାରମାନେ କେବଳ ଗୋଟିଏ ଖବରକାଗଜ ପଢ଼ନ୍ତି। ନିମ୍ନରୁ କେଉଁ ବିବୃତି ନିଶ୍ଚିତ ଭାବେ ସତ୍ୟ ଅଟେ? (a) କେବଳ 20% ପରିବାର ତିନିଟି ଖବରକାଗଜ ପଢ଼ନ୍ତି। (b) 48% ପରିବାର କେବଳ ଗୋଟିଏ ଖବରକାଗଜ ପଢ଼ନ୍ତି। (c) 60% ପରିବାର ଅତିକମ ଦୁଇଟି ଖବରକାଗଜ ପଢ଼ନ୍ତି। (d) 88% ପରିବାର ଅତିକମ ଗୋଟିଏ ଖବରକାଗଜ ପଢ଼ନ୍ତି।
48% ପରିବାର କେବଳ ଗୋଟିଏ ଖବରକାଗଜ ପଢ଼ନ୍ତି।
null
Logical Reasoning
null
ODR_0056
a, b, c ଓ d ହେଉଛନ୍ତି ପ୍ରାକୃତିକ ସଂଖ୍ୟା, ଯେଉଁଠାରେ — a – 502 = b + 503 = c – 504 = d + 505। ଏହି ସମୀକରଣ ଅନୁଯାୟୀ, ଏମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ ପ୍ରାକୃତିକ ସଂଖ୍ୟା କିଏ? (a) d (b) c (c) b (d) a
ଏମାନଙ୍କ ମଧ୍ୟରୁ c ସବୁଠାରୁ ବଡ଼ ପ୍ରାକୃତିକ ସଂଖ୍ୟା
null
Logical Reasoning
null
ODR_0057
ଯଦି X = (1/7 - 7) ÷ (1 - 5/7 - 5) ଏବଂ Y = (13 - 5/65 - 5) ÷ (40/8)^4, ତେବେ ନିମ୍ନଲିଖିତ ମଧ୍ୟରୁ କେଉଁ ଟି ଠିକ୍? (a) X = Y (b) X > Y (c) X < Y (d) X = 1/Y
X > Y
null
Logical Reasoning
null
ODR_0058
ସାତଜଣ ମିତ୍ର (ଚାରିଜଣ ପୁଅ ଓ ତିନିଜଣ ଝିଅ) ଗୋଆ ଟ୍ରିପ୍‌କୁ ଗଲେ ଏବଂ ସେମାନେ ଗୋଟିଏ ରିସୋର୍ଟ୍‌ରେ ରହିଲେ। ଉକ୍ତ ରିସୋର୍ଟ୍‌ରେ ୯ ଟି ଖାଲି ଘର ଥିଲା, ଯାହାର ସଂଖ୍ୟା ୧ରୁ ୯ ପର୍ଯ୍ୟନ୍ତ ଥିଲା। ପ୍ରଥମେ, ଝିଅମାନେ ୧ ରୁ ୫ ଭିତରୁ କୌଣସି ୩ ଟି ଘର ବାଛିବେ। ଏପରେ, ପୁଅମାନେ ଅବଶିଷ୍ଟ 6 ଘର ମଧ୍ୟରୁ ୪ ଟି ଘର ବାଛିବେ। ଏହି ବ୍ୟବସ୍ଥା ସର୍ବାଧିକ କେତେ ଧରଣରେ ସମ୍ଭବ ? (a) 400 (b) 1320 (c) 21600 (d) 3660
21600
null
Quantitative Reasoning
null
ODR_0059
A, Bଙ୍କ ମାଆ। B, Cଙ୍କ ଭଉଣୀ। D, Cଙ୍କ ପୁଅ। E, Dଙ୍କ ଭାଇ। F, Eଙ୍କ ମାଆ। G, Aଙ୍କ ନାତୁନୀ। Hଙ୍କର କେବଳ ଦୁଇଜଣ ସନ୍ତାନ ଅଛନ୍ତି - B ଓ C। ତେବେ C, E ସହିତ କିପରି ସମ୍ପର୍କିତ? (a) ବାପା (b) ପୁଅ (c) ମାଆ (d) ଜଣେ ସମ୍ପର୍କୀୟ ଭାଇ -ଭଉଣୀ
ବାପା
null
Logical Reasoning
null
ODR_0060
ସୀମା, ଅର୍ପିତା, ଗରିମା, ରିୟା ଓ ଟିନା ଗୋଟିଏ ସାଧାରଣ ରେଖାରେ ଉତ୍ତର ଦିଗକୁ ମୁହଁ କରି ବସିଛନ୍ତି। ଗରିମା ଓ ଅର୍ପିତା ସଙ୍ଗେ ସଙ୍ଗେ ବସିଛନ୍ତି। ଟିନା ବାମ ପାର୍ଶ୍ୱର ପ୍ରଥମ ଅନ୍ତିମ ସ୍ଥାନରେ ବସିଛନ୍ତି। ଗରିମା ସୀମାଙ୍କ ଠିକ୍ ପାଖରେ ଅଛନ୍ତି। ଗରିମା ସେଉଁଠି ବସିଛନ୍ତି ଯାହାଠାରୁ କେବଳ ଦୁଇଜଣ ବ୍ୟକ୍ତି ବାମେ ଅଛନ୍ତି। ଏହି ବ୍ୟବସ୍ଥା ଅନୁଯାୟୀ, ଗରିମାଙ୍କ ଠାରୁ ଦ୍ୱିତୀୟ ଡାହାଣ ପାଖରେ କିଏ ବସିଛନ୍ତି? (a) ରିୟା (b) ଟିନା (c) ଅର୍ପିତା (d) ସୀମା
ରିୟା
null
Logical Reasoning
null
ODR_0061
W, X, Y, Z, T ଓ U — ଏହି ଛଅ ଜଣେ ଅଲଗା ଅଲଗା ବୟସର ଲୋକ। Wଙ୍କ ବୟସ 40 ବର୍ଷ। Yଙ୍କ ବୟସ Tଙ୍କ ବୟସର 1/4 ଅଂଶ। Zଙ୍କ ବୟସ Uଙ୍କ ବୟସର 4 ଗୁଣ। Tଙ୍କ ବୟସ Zଙ୍କ ବୟସର 5 ଗୁଣ। Wଙ୍କ ବୟସ Yଙ୍କ ବୟସର 2 ଗୁଣ। Uଙ୍କ ବୟସ Xଙ୍କ ବୟସର 1/3 ଅଂଶ। ତେବେ Xଙ୍କ ବୟସ କେତେ? (a) 24 (b) 15 (c) 12 (d) 18
12
null
Logical Reasoning
null
ODR_0062
10 ଜଣ ପୁରୁଷ 4 ଦିନରେ କାମ ଟି ସମ୍ପୂର୍ଣ୍ଣ କରିପାରନ୍ତି, 6 ଜଣ ମହିଳା 5 ଦିନରେ ସେହି କାମ କରିପାରନ୍ତି, 12 ଜଣ ପିଲା ମଧ୍ୟ 5 ଦିନରେ କାମ କରିପାରନ୍ତି। 5 ପୁରୁଷ, 10 ମହିଳା ଓ 5 ପିଲା ମିଶି ଏହି କାମ କେତେ ଦିନରେ ସମ୍ପୂର୍ଣ୍ଣ କରିପାରିବେ? (a) 42/13 ଦିନ (b) 32/13 ଦିନ (c) 10 ଜଣ ପୁରୁଷ 4 ଦିନରେ କାମ ଟି ସମ୍ପୂର୍ଣ୍ଣ କରିପାରନ୍ତି, 6 ଜଣ ମହିଳା 5 ଦିନରେ ସେହି କାମ କରିପାରନ୍ତି, 12 ଜଣ ପିଲା ମଧ୍ୟ 5 ଦିନରେ କାମ କରିପାରନ୍ତି। 5 ପୁରୁଷ, 10 ମହିଳା ଓ 5 ପିଲା ମିଶି ଏହି କାମ କେତେ ଦିନରେ ସମ୍ପୂର୍ଣ୍ଣ କରିପାରିବେ? (a) 42/13 ଦିନ (b) 32/13 ଦିନ (c) 24/13 ଦିନ (d) 13/24 ଦିନ (d) 13/24 ଦିନ
24/13 ଦିନ
null
Quantitative Reasoning
null
ODR_0063
"ଗୋଟିଏ ଶୃଙ୍ଖଳା ଦିଆଯାଇଛି ଯାହାରେ ଗୋଟିଏ ଶବ୍ଦ ଅନୁପସ୍ଥିତ। ତଳେ ଦିଆଯାଇଥିବା ବିକଳ୍ପମାନଙ୍କୁ ଦେଖି ସଠିକ୍ ବିକଳ୍ପ ବାଛନ୍ତୁ ଯାହା ଏହି ଶୃଙ୍ଖଳାକୁ ସଂପୂର୍ଣ୍ଣ କରିପାରିବ: Community, Public, Against, Attention, Audience, ? (a) ମ୍ୟାଗାଜିନ୍ (Magazine) (b) କଲେଜ୍ (College) (c) ଅସୁବିଧାଜନକ (Difficult) (d) ହସ୍ପିଟାଲ୍ (Hospital)"
ମ୍ୟାଗାଜିନ୍ (Magazine)
null
Logical Reasoning
null
ODR_0064
ନିମ୍ନଲିଖିତ ଗୁଣନଫଳର ଶେଷରେ ଥିବା ଶୂନ୍ୟସଂଖ୍ୟା କେତେ? 32 × √64 × 15625 × 3125 × 1024 × √15625 × √4096
14
null
Quantitative Reasoning
null
ODR_0065
ପିଙ୍କି ଓ ଜ୍ୟୋତି ଗୋଟିଏ ଦ୍ୱିଘାତ ସମୀକରଣର ମୂଳ ଗଣନା କାର୍ଯ୍ୟ ଦିଆଯାଇଛି। ପିଙ୍କି ଧୃବାଙ୍କ (constant term) ବିଷୟରେ ଭୁଲ ବୁଝିଥିଲେ ଓ ତାଙ୍କର ମୂଳ ହେଲା (8, 6) ଜ୍ୟୋତି X ର ଗୁଣନଂକ (coefficient) ବିଷୟରେ ଭୁଲ ବୁଝିଥିଲେ ଓ ତାଙ୍କର ମୂଳ ହେଲା (6, 4) ଏହାର ସଠିକ୍ ମୂଳ କଣ ହେବ? (a) (-8, -6) (b) (10, 4) (c) (-10, -4) (d) (2, 12)
ଉତ୍ତର (d) (2, 12)
null
Quantitative Reasoning
null
ODR_0066
ଗୋଟିଏ ମୁଣିରେ ଲାଲ, ସାଦା, ସବୁଜ, ହଳଦିଆ, ପିଙ୍କ, କମଳା ଓ କଳା ରଙ୍ଗର ବଲ୍ ରହିଛି। ମୋଟ ବଲ୍ ସଂଖ୍ୟା 100ଟି। ଲାଲ ବଲ୍ ମାନଙ୍କର କିଛି ଭାଗ ସମଭାର ଓଜନ ଥିବା ପିଙ୍କ ବଲ୍ ସହ ବଦଳାଯାଇଛି, କଳା ବଲ୍ ସାଦା ବଲ୍ ସହ ବଦଳାଯାଇଛି, କମଳା ବଲ୍ ହଳଦିଆ ବଲ୍ ସହ ବଦଳାଯାଇଛି, ଏବଂ ମୋଟ ବଲ୍ ସଂଖ୍ୟା ତଥାପି 100ଟି ହିଁ ଅଛି। ତେବେ ବଟିରେ ବଲ୍ ମାନଙ୍କର ଗଡ଼ ଓଜନର କଣ ପରିଣାମ ହେବ? (a) ବୃଦ୍ଧି ହୁଏ (b) କମିଯାଏ (c) ସମାନ ରହିଯାଏ (d) ପର୍ଯ୍ୟାପ୍ତ ତଥ୍ୟ ନଥିବାରୁ କୌଣସି ନିଷ୍କର୍ଷ ଆଣିପାରିବେ ନାହିଁ
ସମାନ ରହିଯାଏ
null
Logical Reasoning
null
ODR_0067
ଏକ ଶ୍ରେଣୀରେ (x + 10) ଜଣ ଛାତ୍ର ଅଛନ୍ତି, ଯାହାଙ୍କର ଔସତ ଓଜନ 40 କି.ଗ୍ରାମ୍। ଯଦି y ଜଣ ଅତିରିକ୍ତ ଛାତ୍ର, ଯାହାଙ୍କର ଔସତ ଓଜନ 48 କି.ଗ୍ରାମ୍, ଯୋଗ ହୁଅନ୍ତି, ତେବେ ଶ୍ରେଣୀର ଔସତ ଓଜନ 2 କି.ଗ୍ରାମ୍ ବଢିଯାଏ। ଯଦି (y + 5) ଜଣ ଛାତ୍ର, ଯାହାଙ୍କ ଔସତ ଓଜନ 44 କି.ଗ୍ରାମ୍, ବଦଳରେ ଯୋଗ ହୁଅନ୍ତି, ତେବେ ଔସତ ଓଜନ 1.6 କି.ଗ୍ରାମ୍ ବଢିଯାଏ। ତେବେ 2(x + y) ର ମୂଲ୍ୟ କେତେ? (a) 28 (b) 10 (c) 24 (d) 20
20
null
Quantitative Reasoning
null
ODR_0068
ଏକ ପୂର୍ଣ୍ଣ ସଂଖ୍ୟା n ବ୍ୟବହାର କରି 68082 ଓ 65012 ଉପରେ ଭାଗ କରାଯାଏ। ଭାଗ କରିବା ପରେ ଉଭୟଙ୍କ ଅବଶିଷ୍ଟ (remainder) ସମାନ ରହୁଛି । ତେବେ ଏହା ଥିଲେ n ର ମୂଲ୍ୟ କେତେ? (a) 289 (b) 367 (c) 453 (d) 307
307
null
Quantitative Reasoning
null
ODR_0069
ଶୃଙ୍ଖଳ P ରେ ଛଅଟି ପରସ୍ପର କ୍ରମଶଃ ଯୁଗ୍ମ ସଂଖ୍ୟା ଅଛି ଏବଂ ସେଥିରେ କ୍ଷୁଦ୍ରତ୍ତମ ଏବଂ ବୃହତ୍ତମ ସଂଖ୍ୟାର ହାରାହାରି ହେଉଛି 83। ଅନ୍ୟ ଏକ ଶୃଙ୍ଖଳ Q, ଯେଉଁଥିରେ ପାଞ୍ଚଟି କ୍ରମଶଃ ଅଯୁଗ୍ମ ସଂଖ୍ୟା ଅଛି। Q ର କ୍ଷୁଦ୍ରତ୍ତମ ସଂଖ୍ୟାଟି, P ର ଦ୍ୱିତୀୟ ସବୁଠାରୁ ଛୋଟ ଏବଂ ତୃତୀୟ ସବୁଠାରୁ ଛୋଟ ସଂଖ୍ୟାର ସମଷ୍ଟି ର ଅଧା ରୁ 40 କମ୍। Q ଶୃଙ୍ଖଳ ରେ Tn ଅର୍ଥ ହେଉଛି nତମ ସଦସ୍ୟ। (2T₁ + 3T₃ − T₅) ର ମୂଲ୍ୟ ଗଣନା କରନ୍ତୁ। ବିକଳ୍ପ: (a) 188 (b) 178 (c) 158 (d) 168
168
null
Logical Reasoning
null
ODR_0070
ସାଧାରଣତଃ ଚାହିଦା ରେଖା___
ନିମ୍ନଗାମୀ ହୋଇଥାଏ
null
Verbal Reasoning
null
ODR_0071
ନିମ୍ନଲିଖ ଉକ୍ତିର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର,ଚାହିଦା ପରିବର୍ତ୍ତନ ହେଲେ ଉପଭୋକ୍ତା ଚାହିଦା ରେଖାର ଗୋଟିଏ ବିନ୍ଦୁରୁ ଅନ୍ୟ ଏକ ବିନ୍ଦୁକୁ ସ୍ଥାନାନ୍ତରିତ ହୁଏ ।
ଭୁଲ୍ । ଠିକ୍ – ଚାହିଦା ପରିବର୍ତ୍ତନ ହେଲେ ଉପଭୋକ୍ତା ଗୋଟିଏ ଚାହିଦା ରେଖାରୁ ଅନ୍ୟ ଏକ ଚାହିଦା ରେଖାକୁ ସ୍ଥାନାନ୍ତରିତ ହୁଏ ।
null
Verbal Reasoning
null
ODR_0072
ନିମ୍ନଲିଖ ଉକ୍ତିର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର, ଏକକ ସ୍ଥିତିସ୍ଥାପକ ରେଖା ଉଲୟ ।
ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା ରେଖା ଉଲ୍ଲମ୍ବ ।
null
Verbal Reasoning
null
ODR_0073
ନିମ୍ନଲିଖ ଉକ୍ତିର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର,ଚାହିଦା ସୂତ୍ର ଅଧୀନରେ ଚାହିଦାକୁ ଦାମ୍ର କାରଣ ରୂପେ ବିବେଚନା କରାଯାଏ ।
ଚାହିଦା ସୂତ୍ର ଅଧୀନରେ ଦାମ୍‌ ଚାହିଦାର କାରଣ ରୂପେ ବିବେଚନା କରାଯାଏ ।
null
Verbal Reasoning
null
ODR_0074
ନିମ୍ନଲିଖ ଉକ୍ତିର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର,ପରିପୂରକ ଦ୍ରବ୍ୟ ସ୍ଥଳେ ଅନ୍ୟ ଦ୍ରବ୍ୟର ଦାମ୍‌ରେ ହାସ, ଦ୍ରବ୍ୟଟିର ଚାହିଦାରେ ହ୍ରାସ ଘଟାଇଥାଏ ।
ପରିପୂରକ ଦ୍ରବ୍ୟ ସ୍ଥଳେ ଅନ୍ୟ ଦ୍ରବ୍ୟର ଦାମ୍‌ରେ ହ୍ରାସ, ଦ୍ରବ୍ୟଟିର ଚାହିଦାରେ ବୃଦ୍ଧି ଘଟାଇଥାଏ ।
null
Verbal Reasoning
null
ODR_0075
ଉକ୍ତିର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର- ଚାହିଦାକୁ ପ୍ରଭାବିତ କରୁଥିବା ଉପାଦାନଗୁଡ଼ିକ ମଧ୍ୟରୁ କେବଳ ଦାମ୍‌ର ପରିବର୍ତ୍ତନରେ ଗୋଟିଏ ଚାହିଦା ରେଖାରୁ ଅନ୍ୟ ରେଖାକୁ ଗତି ସମ୍ଭବ ହୋଇଥାଏ ।
ଚାହିଦାକୁ ପ୍ରଭାବିତ କରୁଥିବା ଉପାଦାନଗୁଡ଼ିକ ମଧ୍ୟରୁ କେବଳ ଦାମ୍‌ର ପରିବର୍ତ୍ତନରେ ଗୋଟିଏ ଚାହିଦା ରେଖାର ଏକ ବିନ୍ଦୁରୁ ଅନ୍ୟ ବିନ୍ଦୁକୁ ଗତି ସମ୍ଭବ ହୋଇଥାଏ ।
null
Verbal Reasoning
null
ODR_0076
ଚାହିଦାର ସ୍ଥିତିସ୍ଥାପକତା, ଦାମ୍ ପ୍ରତି ଚାହିଦାର ସମ୍ବେଦନଶୀଳତାକୁ ବିଶ୍ଳେଷଣ କରେ ।
ଠିକ୍, ସଂଶୋଧନ ଆବଶ୍ୟକ ନୁହେଁ |
null
Verbal Reasoning
null
ODR_0077
ଉକ୍ତିର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର- ଭୂମି ପ୍ରତି ଲମ୍ବ ଚାହିଦା ରେଖା ଅସୀମ ସ୍ଥିତିସ୍ଥାପକତା ପ୍ରଦର୍ଶନ କରେ ।
ଭୂମି ପ୍ରତି ଲମ୍ବ ଚାହିଦା ରେଖା ଶୂନ୍ୟ ସ୍ଥିତିସ୍ଥାପକତା ପ୍ରଦର୍ଶନ କରେ ।
null
Verbal Reasoning
null
ODR_0078
ଚାହିଦା ରେଖା ଏକ ସରଳରେଖା ହେଲେ ଏହାର ନିମ୍ନ ବିନ୍ଦୁରେ ଚାହିଦାର ସ୍ଥିତିସ୍ଥାପକତ। ଅସୀମ ।ଉକ୍ତିର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର
ଚାହିଦା ରେଖା ଏକ ସରଳରେଖା ହେଲେ ଏହାର ନିମ୍ନ ବିନ୍ଦୁରେ ଚାହିଦାର ସ୍ଥିତିସ୍ଥାପକତା ଶୂନ ଅଟେ ।
null
Verbal Reasoning
null
ODR_0079
ଯଦି ଏକ ଚାହିଦା କମ୍ ସମୟ ବ୍ୟବଧାନରେ ବାରମ୍ବାର ସୃଷ୍ଟି ହୁଏ, ତେବେ ତା’ର ସ୍ଥିତିସ୍ଥାପକତା କମ୍ ହୋଇଥାଏ ।ଉକ୍ତିର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର
ଠିକ୍ ।
null
Verbal Reasoning
null
ODR_0080
ଚାହିଦା ଲେଖା ସରଳରେଖା ହେଲେ ଏହାର ମଧ୍ୟ ବିନ୍ଦୁ ଓ ଊର୍ଦୁବିନ୍ଦୁ ମଧ୍ୟରେ ଚାହିଦାର ସ୍ଥିତିସ୍ଥାପକତା ଠାରୁ ଅଧିକ । ଆବଶ୍ୟକ ସ୍ଥଳେ ସଂଶୋଧନ କର
ଏହା ଠିକ୍ ଅଟେ |
null
General Knowledge
null
ODR_0081
10% ଦାମ୍ ହ୍ରାସ ଘଟି ଚାହିଦାର ସମ୍ପ୍ରସାରଣ 8% ଘଟିଲେ ସ୍ଥିତିସ୍ଥାପକତାକୁ କେଉଁ ପ୍ରକାରର ବୋଲି କୁହାଯାଏ ?
ଯେହେତୁ ଦାମ୍‌ର ଆନୁପାତିକ ପରିବର୍ତ୍ତନଠାରୁ ଚାହିଦାର ଆନୁପାତିକ ପରିବର୍ତ୍ତନ କମ୍ ଅଟେ, ସେତେବେଳେ ଚାହିଦାର ସ୍ଥିତିସ୍ଥାପକତା 1 ଠାରୁ କମ୍ (ed < 1) ବୋଲି କୁହାଯାଏ ।
null
General Knowledge
null
ODR_0082
ଭ୍ରମ ସଂଶୋଧନ କର ।ପଞ୍ଜାବରେ ଆତଙ୍କବାଦକୁ ଦମନ କରିବାପାଇଁ ୧୯୮୪ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ସର୍ଜିକାଲ ଅପରେସନ୍ ଆରମ୍ଭ କରିଥିଲେ ।
ପଞ୍ଜାବରେ ଆତଙ୍କବାଦକୁ ଦମନ କରିବାପାଇଁ ୧୯୮୪ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅପରେସନ୍ ବ୍ଲାଷ୍ଟାର ଆରମ୍ଭ କରିଥିଲେ ।
null
General Knowledge
null
ODR_0083
ଭ୍ରମ ସଂଶୋଧନ କର ।ପଞ୍ଜାବରେ ଉଲ୍‌ଫା ଆତଙ୍କବାଦ ଦେଖାଯାଇଥିଲା ।
ଆସାମରେ ଉଲ୍‌ଫା ଆତଙ୍କବାଦ ଦେଖାଯାଇଥିଲା ।
null
General Knowledge
null
ODR_0084
୧୯୬୭ ମସିହାରେ ନକ୍ସଲବାଦୀ ଆନ୍ଦୋଳନ କାଶ୍ମୀରରେ ଆରମ୍ଭ ହେଲା । ଭ୍ରମ ସଂଶୋଧନ କର ।
୧୯୬୭ ମସିହାରେ ନକ୍ସଲବାଦୀ ଆନ୍ଦୋଳନ ପଶ୍ଚିମବଙ୍ଗରେ ଆରମ୍ଭ ହେଲା ।
null
General Knowledge
null
ODR_0085
ଭ୍ରମ ସଂଶୋଧନ କର । ଭାରତ ସମ୍ବିଧାନର ୪୪ତମ ସଂଶୋଧନ ଆଇନ ପ୍ରସ୍ତାବନାରେ ‘ଧର୍ମନିରପେକ୍ଷ’ ଶବ୍ଦକୁ ସଂଯୋଗ କରିଛି ।
ଭାରତ ସମ୍ବିଧାନର ୪୨ତମ ସଂଶୋଧନ ଆଇନ ପ୍ରସ୍ତାବନାରେ ‘ଧର୍ମନିରପେକ୍ଷ’ ଶବ୍ଦକୁ ସଂଯୋଗ କରିଛି। ରାଜ୍ୟ ପୁନର୍ଗଠନ ଆୟୋଗ ୧୯୫୦ ମସିହାରେ ଗଠିତ ହୋଇଥିଲା ।
null
General Knowledge
null
ODR_0086
B = {4, 5, 6, 7}, C = {6, 7, 8, 9} ହେଲେ ନିମ୍ନ ଲିଖିତ ଉକ୍ତିର ସତ୍ୟତା ପରୀକ୍ଷା କର । B ∩ C = C ∩ B
B ∩ C = C ∩ B L.H.S. = B ∩ C = {4, 5, 6, 7} ∩ {6, 7, 8, 9} = {6, 7} R.H.S. = C ∩ B = {6, 7, 8, 9} ∩ {4, 5, 6, 7} = {6, 7} L.H.S. = R.H.S. (ପ୍ରମାଣିତ)
null
Logical Reasoning
null
ODR_0087
A = {1, 2, 3, 4}, B = {4, 5, 6, 7}, C = {6, 7, 8, 9} ହେଲେନିମ୍ନ ଲିଖିତ ଉକ୍ତିର ସତ୍ୟତା ପରୀକ୍ଷା କର । A ∪ B = B ∪ A
ସମାଧାନ: A ∪ B = B ∪ A L.H.S. = A ∪ B = {1, 2, 3, 4} ∪ {4, 5, 6, 7} = {1, 2, 3, 4, 5, 6, 7} R.H.S. = B ∪ A = {4, 5, 6, 7} ∪ { 1, 2, 3, 4} = {1, 2, 3, 4, 5, 6, 7} L.H.S. = R.H.S. (ପ୍ରମାଣିତ)
null
Logical Reasoning
null
ODR_0088
A = {1, 2, 3, 4}, B = {4, 5, 6, 7}, C = {6, 7, 8, 9} ହେଲେ ନିମ୍ନ ଲିଖିତ ଉକ୍ତିର ସତ୍ୟତା ପରୀକ୍ଷା କର । A ∪ (B ∪ C) = (A ∪ B) ∪ C
ସମାଧାନ: A ∪ (B ∪ C) = (A ∪ B) ∪ C L.H.S. = A ∪ (B ∪ C) = A ∪ ({4, 5, 6, 7} ∪ {6, 7, 8, 9}) = {1,2, 3, 4} ∪ {4, 5, 6, 7, 8, 9} = {1, 2, 3, 4, 5, 6, 7, 8, 9} R.H.S. = (A ∪ B) ∪ C = ({ 1, 2, 3, 4} ∪ {4, 5, 6, 7} ∪ C = {1, 2, 3, 4, 5, 6, 7} ∪ {6, 7, 8, 9} = {1, 2, 3, 4, 5, 6, 7, 8, 9} L.H.S. = R.H.S. (ପ୍ରମାଣିତ)
null
Logical Reasoning
null
ODR_0089
ବନ୍ଧନୀରୁ ଠିକ୍ ଚିହ୍ନ ବାଛି ଶୂନ୍ୟସ୍ଥାନ ପୂରଣ କର । a ___ {a, b, c} [∈, ∉, ⊂, =]
a ∈ {a, b, c} [ ଏଠାରେ a, {a, b, c} ସେଟ୍‌ର ଏକ ଉପାଦାନ ଅଟେ ।
null
Logical Reasoning
null
ODR_0090
ବନ୍ଧନୀରୁ ଠିକ୍ ଚିହ୍ନ ବାଛି ଶୂନ୍ୟସ୍ଥାନ ପୂରଣ କର । d ___ {a, b, c} [∈, ∉, ⊂, =]
ସମାଧାନ: d ∉ {a, b, c} [କାରଣ d, {a, b, c} ସେଟ୍‌ର ଉପାଦାନ ନୁହେଁ
null
Logical Reasoning
null
ODR_0091
ବନ୍ଧନୀରୁ ଠିକ୍ ଚିହ୍ନ ବାଛି ଶୂନ୍ୟସ୍ଥାନ ପୂରଣ କର । {a, c, d} ___ {a, b, c} [∈, ∉, =, ≠]
{a, c, b} = {a, b, c} [କାରଣ ଉପାଦାନମାନଙ୍କ କ୍ରମ ବଦଳିଲେ ସେଟ୍ ଅପରିବର୍ତ୍ତିତ ରହେ ।]
null
Logical Reasoning
null
ODR_0092
ବନ୍ଧନୀରୁ ଠିକ୍ ଚିହ୍ନ ବାଛି ଶୂନ୍ୟସ୍ଥାନ ପୂରଣ କର । {a, a, b, c} ___ {a, b, c} [∈, ∉, =, ≠]
ସମାଧାନ: {a, a, b, c} = {a, b, c} [କାରଣ ସେଟ୍‌ର କୌଣସି ଉପାଦାନକୁ ଏକାଧ୍ଵକ ବାର ଲେଖୁଲେ ସେଟ୍‌ ଅପରିବର୍ତିତ ରହେ ।]
null
Logical Reasoning
null
ODR_0093
ବନ୍ଧନୀରୁ ଠିକ୍ ଚିହ୍ନ ବାଛି ଶୂନ୍ୟସ୍ଥାନ ପୂରଣ କର । {a} ___ {a, b, c} [=, ⊂, ∈, ⊃]
ସମାଧାନ: {a} ⊂ {a, b, c} [ଏଠାର {a} ଏକ ସେଟ୍ ଏବଂ ଏହି ଉପାଦାନଟି {a, b, c} ସେଟ୍‌ରେ ରହିଥ‌ିବାରୁ ଉତ୍ତର {a} ⊂ {a, b, c} ହେବ ।]
null
Logical Reasoning
null
ODR_0094
ବନ୍ଧନୀରୁ ଠିକ୍ ଚିହ୍ନ ବାଛି ଶୂନ୍ୟସ୍ଥାନ ପୂରଣ କର ।{a, b, c} ___ {a} [=, ⊂, ∈, ≠]
ସମାଧାନ: {a, b, c} # {a} [∵ {a, b, c} ସେଟ୍ ଓ {a} ସେଟ୍ ଉଭୟ ସମାନ ଉପାଦାନମାନଙ୍କୁ ନେଇ ଗଠିତ ସେଟ୍ ନୁହେଁ ।]
null
Logical Reasoning
null
ODR_0095
ସେ କିଏ ଯାହାର ଦୁଇଟି ଗୋଡ ଅଛି କିନ୍ତୁ ସେ ଚାଲି ପରେ ନାହିଁ?
ପ୍ୟାଣ୍ଟ
null
Linguistic Ability
null
ODR_0096
ଏମିତି କେଉଁ ଜିନିଷ ପିଲାମାନେ ଖାଆନ୍ତି ହେଲେ ପସନ୍ଦ କରନ୍ତି ନାହିଁ ?
ମାଡ
null
Linguistic Ability
null
ODR_0097
କଲମ ନୁହେ ସେ ଲେଖିବାକୁ ଦିଏ , ଆଂକହି ନୁହେ ସେ ଚାଲିବାକୁ ବାଟ ଦେଖାଏ , ସେ କିଏ ?
ଚଷମା
null
Linguistic Ability
null
ODR_0098
ଏମିତି କେଉଁ ଜିନିଷ ଅଛି ଯାହା ପିଲା ପାଖରେ ଅଛି ହେଲେ ଝିଅଙ୍କ ପାଖରେ ନାହିଁ ?
ନିଶ ଓ ଦାଢ଼ି
null
Linguistic Ability
null
ODR_0099
ମୋର ଦେହ ଲାଲ , ପାଟି କଲା ଓ ମୁ ବଂଚିବା ପାଇଁ କାଗଜ ଖାଏ , କହ ମୁ କିଏ
ପୋଷ୍ଟ ବକ୍ସ
null
Linguistic Ability
null
End of preview. Expand in Data Studio

No dataset card yet

Downloads last month
0